କରୋନା ପୋଛିଦେଲା ପରିବାର: ଛଅ ଦିନରେ ବାପା, ମା’ ଓ ପୁଅ ମୃତ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଏନ୍‌ଏସିରେ କରୋନା ସଂକ୍ରମଣ ସ୍ଥିତି ଏବେ ଆତଙ୍କ ଖେଳାଇ ରଖିଛି। ଏମିତି ସମୟରେ ଖୋଦ୍‌ ଦିଗପହଣ୍ଡି ସହରରେ ଏକ ଦୁଃଖଦ ଘଟଣା ଜିଲ୍ଲାବାସୀଙ୍କୁ ସ୍ତବ୍ଧ କରି ଦେଇଛି। କରୋନାରେ ଛଅ ଦିନ ମଧ୍ୟରେ ପରିବାରର ତିନି‌ ଜଣ ଆଖି ବୁଜିଛନ୍ତି। ଏବେ କେବଳ ବୋହୂ ପରିବାରର ଜଣେ ସଦସ୍ୟା ଭାବେ ସୁସ୍ଥ ‌ହୋଇ ହସ୍ପିଟାଲରୁ ‌ଫେରିଛନ୍ତି। ଦିଗପହଣ୍ଡି ବସ୍‌ଷ୍ଟାଣ୍ଡ୍‌ରେ ରହୁଥିଲେ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପରିବାର। … Continue reading କରୋନା ପୋଛିଦେଲା ପରିବାର: ଛଅ ଦିନରେ ବାପା, ମା’ ଓ ପୁଅ ମୃତ